ଚାଷୀଙ୍କ ଆତ୍ମହତ୍ୟା!

ଭଦ୍ରକ: ଋଣ ସୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ବ୍ଲକ ରାଜୁଆଳି ବନ୍ଧାା ଗାଁରେ । ଅର୍ଥ ଲଗାଣକାରୀ ସଂସ୍ଥା ଋଣ ସୁଝିବା ପାଇଁ ବାଧ୍ୟ କରିବାରୁ ଗାଁର ଚାଷୀ ମହେନ୍ଦ୍ରଙ୍କ ପତ୍ନୀ ଓ ବୋହୂ ୪ଟି ଅର୍ଥଲଗାଣକାରୀ ସଂସ୍ଥାରୁ ୫୦ ହଜାର ଟଙ୍କା ଋଣ ନେଇଥିଲେ । ତେବେ କରୋନା ଯୋଗୁଁ କାମଧନ୍ଦାା ବନ୍ଦ ହୋଇଯାଇଥିଲା । ପୁଅ ବାହାରୁ ଆସି ଘରେ ରହିଥିଲା । ଏଭଳି ସ୍ଥଳେ ଋଣ ସୁଝିବା ପାଇଁ ଘରୋଇ କମ୍ପାନୀ ଚାପ ପକାଇଥଲ । ଏହା ପରେ ମହେନ୍ଦ୍ର ଆତ୍ମହତ୍ୟା କରିଥିବା ପରିବାରର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

one × 2 =