ଜଳସମ୍ପଦ କାର୍ଯ୍ୟାଳୟରେ ଜନରାଜ୍ୟ ଦିବସ ପାଳିତ

ଜଗସିଂହପୁର: ବଲିକୁଦା ଜଳସମ୍ପଦ କାର୍ଯ୍ୟାଳୟଠାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିପ୍ଳବ କୁମାର ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା । ଏଥିରେ ସ୍ୱତନ୍ତ୍ର ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ଉପକୁଳ ବଞ୍ଚାଅ ଆନେ୍ଦାଳନର ରାଜ୍ୟ ସଭାପତି ବୀରବର ଦଳାଇ ଯୋଗ ଦେଇ ଗଚ୍ଚରାଜ୍ୟ ଦିବସର ମହାନତା ଉପରେ ଆଲେଶକପାତ କଳରିବା ସହ ଜୟ ଭାରତମାତାର କୃତୀ ସନ୍ତାନଙ୍କ ଜୟ ଧ୍ୱନି ଦେଇଥିଲେ । ପ୍ରଥମେ ଜଳ ସଂପଦ ନିର୍ବାହୀ ଯନ୍ତ୍ରୀ ବିପ୍ଳବ କୁମାର ସାହୁଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ସମବେତ ଜଳ ସଂପଦ କର୍ମଚାରୀଙ୍କୁ ଶ୍ରୀ ସାହୁ ଉଦବୋଧନ ଦେଇଥିଲେ । ଏଥିରେ ସର୍ବଶୀ୍ର ସୁରେନ୍ଦ୍ର ନାଥ ବିଶ୍ୱାଳ, କୃର୍ଷ୍ଣଚନ୍ଦ୍ର ଦାସ, ସୁଧାଂଶୁ ନାୟକ, ତି୍ରନାଥ ସାହୁ, ନଳିନୀକାନ୍ତ ମହାନ୍ତି, ସେକ ଖଲିଲ ଖାଁ, ଜାବୀର ଖାଁ, ôଂଶୀଧର ଭୋଇ, ରବିକାଣ୍ଡି, ପରମାନନ୍ଦ ବାରିକ ପ୍ରମୁଖ ବହୁ କର୍ମଚାରୀ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସ ବାବଦରେ ନନିଜକୁ ଉତ୍ସର୍ଗୀକୃତ ସହ ସମ୍ବିଧାନର ତାପôର୍ଯ୍ୟତା ଉପରେ ଆଲୋଚନା କରିଥିଲେ । ଶେଷରେ ମିଷ୍ଟାନ୍ନ ବଂଟନ କରାଯାଇଥିଲା ।

Leave A Reply

Your email address will not be published.

ten − 1 =