ଜିଲ୍ଲା ସ୍ତରରେ ୨୪୧ ପିଜି ଡାକ୍ତର ନିଯୁକ୍ତ

ଭୁବନେଶ୍ୱର: ପିଜି ସାରିଥିବା ୨୪୧ ଡାକ୍ତରଙ୍କୁ ଜିଲ୍ଲାସ୍ତରରେ ନିଯୁକ୍ତି ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଧଶନାମା ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଏମାନେ ସିଡିଏମଓଙ୍କ ଅଧିନରେ କାର୍ଯ୍ୟକରିବେ ଏଥିରେ ଗାଇନୋକୋଲୋଜି, ଶିଶୁ ରୋଗ, ଜେନେରାଲ ମେଡିସିନ, ଚର୍ମ ଓ ଭିଡି, ମାନସିକ ରୋଗ, ଅସ୍ଥିଶଲ୍ୟ, ଜେନେରାଲ ମେଡିସିନ, ପଲମୋନାରି ମେଡିସିନ, ଜେନେରାଲ ସର୍ଜରି ଓ ଚକ୍ଷୁ ବିଶେଷଜ୍ଞ ଭଳି ବିଶେଷଜ୍ଞ ଡାକ୍ତର କାର୍ଯ୍ୟକରିବେ ସେମାନେ ଏସ୍ସିବି, ଭିମସାର ଓ ଏମକେସିଜି ମେଡିକାଲ କଲେଜରୁ ପିଜି ସାରିଛନ୍ତି ।

Leave A Reply

Your email address will not be published.

5 × 3 =