ଟ୍ରକ ଧକ୍କାରେବାଇକ ଆରୋହୀମୃତ

ଚମ୍ପୁଆ: ୫୨୦ ନଂ ଜାତୀୟରାଜପଥର ରିମୁଳୀ ଠାରୁ ଯୋଡା ରାଜପଥ ମରଣଯନ୍ତା ପାଲଟିଛି । ଆଜିଏହିରାଜପଥର ବାସୁଦେବପୁରଛକ ନିକଟରେଜଣେବାଇକ ଆରୋହୀକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀର ମୃତ୍ୟୁ ଘଟିଛି ।ମୃତବ୍ୟକ୍ତିର ନାମଋଷିମହାନ୍ତ । ତାଙ୍କ ଘର ଚମ୍ପୁଆ ଥାନା ଅନ୍ତର୍ଗତ ଯୋଡା ପୋଖରୀ ଗ୍ରାମର ।ସେବାଇକଯୋଗେବିଲେଇପଦାକୁ ଯାଉ ଥିବାବେଳେବାସେୁଦେବପୁର ଛକ ନିକଟରେ ୧୨ ଚକିଆଟ୍ରକ ଧକ୍କା ଦେଇ ଥିଲା । ଦୁର୍ଘଟଣା ପରେସେଠାରେକିଛିସମୟ ପାଇଁଉତ୍ତେଜନା ଦେଖା ଦେଇ ଥିଲା ।ଖବର ପାଇଚମ୍ପୁଆପୋଲିସଘଟଣାସ୍ଥଳରେ ପହଞିଗାଡିରଡା୍ରଇଭର ଓ ହେଲପରକୁ ଅଟକ ରଖିବାସହ ଦୁର୍ଘଟଣାଘଟାଇ ଥିବାଗାଡିକୁଚମ୍ପୁଆ ଅଣା ଯାଇଛି । ପୋଲିସଶବଜବତକରିଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁଶବବ୍ୟବିଛେଦ ପାଇଁ ପଠାଇ ଥିବାଜଣାଯାଇଛି ।

Leave A Reply

Your email address will not be published.

ten + 5 =