ଦିନ ୨.୧୦ ପରିବର୍ତ୍ତେ ଦିନ ୧.୪୦ରେ ଭୁବନେଶ୍ବର ଷ୍ଟେସନ ଛାଡିବ ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ରାଜ୍ୟ By Nyayabati Live Last updated Dec 5, 2020 141 0 ଭୁବନେଶ୍ବର: ଆଜିଠାରୁ ରାଉରକେଲା-ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ବରରୁ ଦିନ ୨.୧୦ ପରିବର୍ତ୍ତେ ଦିନ ୧.୪୦ରେ ଷ୍ଟେସନ ଛାଡିବ। ଏହା ସହ ଟ୍ରେନଟି ରାଉରକେଲାରେ ରାତି ୯ଟାରେ ପହଞ୍ଚିବା ସହ ସେଠାରୁ ସକାଳ ୫.୨୦ରେ ବାହାରି ଭୁବନେଶ୍ଵରରେ ଦିନ ୧୨.୩୦ରେ ପହଁଞ୍ଚିବ । 0 141 Share