ନିଲମ୍ବିତ ହେଲେ ସରପଞ୍ଚ


ଯାଜପୁର : ବର ବ୍ଲକ ବୋଦୁଅ ପଂଚାୟତର ସରପଂଚ ଅର୍ଚ୍ଚନା ମଲ୍ଲିକଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ବିଭାଗୀୟ ପତ୍ର ସଂଖ୍ୟା ୬୬୪୯/ ୦୭-୦୪-୨୦୨୧ ରେ ଶ୍ରୀମତି ମଲ୍ଲିକଙ୍କୁ ନିଲମ୍ବିତ କରାଯାଇଥିବାର ଜଣାପଡିଛି । ପୂର୍ବରୁ ଶ୍ରୀମତି ମଲ୍ଳିକଙ୍କ ନାମରେ ବିଭିନ୍ନ ଅଭିଯୋଗମାନ ଥିବାବେଳେ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଗାମୀ ୩୦ ଦିନ ଭିତରେ ତାଙ୍କୁ ଅଭିଯୋଗର ଉତର ଦେବାକୁ ବିଭାଗ ପକ୍ଷରୁ ତାଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।

Leave A Reply

Your email address will not be published.

fourteen + three =