ଭୁବନଶ୍ୱର : ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବାକୁ ନିଷ୍ପତ୍ତି ନିଅ ।ଯାଇଅଛି । ପଶ୍ଚିମବଙ୍ଗ ରାଜ୍ୟରେ ସେପ୍ଟେମ୍ବର ୨୦୨୦ ର ୦୭, ୧୧ ଓ ୧୨ ତାରିଖରେ ସମ୍ପୂର୍ଣ୍ଣ ଲକଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ ପ୍ରଭାବିତ ହେବ । ବାତିଲ ହେଉଥିବା ଟ୍ରେନ ମଧ୍ୟରେ ସେପ୍ଟେମ୍ବର ୧୧ ଓ ୧୨ ତାରିଖ ଦିନ ହାଓଡ଼ାରୁ ଛାଡୁଥିବା ୦୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ପେସିଅ ।ଲକୁ ବାତିଲ କରାଯିବ । ସେପ୍ଟେମ୍ବର ୬, ୧୦ ଓ ୧୧ ତାରିଖ ଦିନ ଯଶୋବନ୍ତପୁରରୁ ଛାଡୁଥିବା ୦୨୨୪୬ ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଅ ।ଲକୁ ବାତିଲ କରାଯିବ । ସେପ୍ଟେମ୍ବର ୭ ଓ ୧୧ ତାରିଖ ଦିନ ସିଅ ।ଲଦାରୁ ଛାଡୁଥିବା ୦୨୨୦୧ ସିଅ ।ଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଅ ।ଲକୁ ବାତିଲ କରାଯିବ । ସେପ୍ଟେମ୍ବର ୮ ଓ ୧୨ ତାରିଖ ରେ ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର -ସିଅ ।ଲଦା ଦୁରନ୍ତ ସ୍ପେସିଅ ।ଲକୁ ବାତିଲ କରାଯିବ । ଅ ।ଂଶିକ ବାତିଲ ହେଉଥିବା ଟ୍ରେନ ମଧ୍ୟରେ ୬, ୧୦ ଓ ୧୧ ସେପ୍ଟେମ୍ବର ତାରିଖ ମାନଙ୍କରେ ସିକନ୍ଦରାବାଦରୁ ଛାଡୁଥିବା ୦୨୭୦୪ ସିକନ୍ଦରାବାଦ -ହାଓଡ଼ା ‘ଳକନୁମା ସ୍ପେସିଅ ।ଲ ଏrପ୍ରେସ ଏହାର ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ । ପ୍ରତ୍ୟାହାର କରାଯାଉଥିବା ରହଣି ମଧ୍ୟରେ ଭୁବନେଶ୍ୱରରୁ ଛାଡୁଥିବା ୦୨୮୦୧ ଭୁବନେଶ୍ୱର -ନୂଅ।ଦିଲ୍ଲୀ ସ୍ପେସିଅ।ଲ ପୁରୁଷୋତ୍ତମ ଏrପ୍ରେସ ଓ ନୂଅ ।ଦିଲ୍ଲୀରୁ ଅ ।ସୁଥିବା ୦୨୮୦୨ ନୂଅ ।ଦିଲ୍ଲୀ -ଭୁବନେଶ୍ୱର ସ୍ପେସିଅ।ଲ ପୁରୁଷୋତ୍ତମ ଏrପ୍ରେସ ୬, ୧୦ ଓ ୧୧ ସେପ୍ଟେମ୍ବର, ୨୦୨୦ ରେ ଉଭୟ ଦିଗରୁ ପୁରୁଲିଅ । ଓ ହିଜଲୀ ଠାରେ ରହଣି କରିବ ନାହିଁ ।