ପାରାଦୀପ- ପାରାଦୀପ ବନ୍ଦର ହସ୍ପିଟାଲରେ ଜଣେ ଆଟେଣ୍ଡାଂଟ କରୋନାରେ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବାପରେ ଦିନକୁ ପାଇଁ ବନ୍ଦ କରାଯାଇଛି । ହସ୍ପିଟାଲ ସାନିଟାଇଜ କରିବା ପରେ ଆସନ୍ତାକାଲି ଖୋଲା ଯିବା ନେଇ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଜଗତସିଂହପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୦ରେ ପଂହଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୮୮ ସୁସ୍ଥ ହୋଇଥିବା ବେଳେ ୧୮୦ ଜଣ ବିଭିନ୍ନ ମୋଡିକାଲରେ ଚିକିତ୍ସତ ହେଉଛନ୍ତି । ଏଯାବତ୍ ୨ ଜଣଙ୍କ ମୃତ୍ୟୁ ହୋଇଛି ।