ବଣାଇ ବିଧାୟକ ଅଙ୍ଗରକ୍ଷୀଙ୍କ ଆତ୍ମହତ୍ୟା

ବଣାଇ,୧୮.୬ (ନି.ପ୍ର.): ସୁନ୍ଦରଗଡ ଜିଲ୍ଳା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଅଙ୍ଗରକ୍ଷୀ ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି । ଅଙ୍ଗରକ୍ଷୀ ଡମୁରୁ ସାହୁ (୩୩) ହୁଣୀପଡା ଥାନା ଅନ୍ତର୍ଗତ କୁର୍ଡାସ୍ଥିତ ନିଜ ବାସଭବନରେ ନିଜ
ସର୍ଭିସ ରିଭଲଭଲରୁ ଗଳିକରି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଘଟଣା ସ୍ଥଳରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.

two × one =