ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳୀବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁଟଙ୍କାଉଠାଇଫେରୁ ଥିବା ବେଳେ ୨ଜଣ ଯୁବକତାଙ୍କୁୁ ପଛ ପଟୁ ଧକ୍କା ଦେଇ ଲୁଟହୋଇଯାଇ ଥିବାଜଣାଯାଇଛି । ଲୁଟରେ ୪ଜଣ ଯୁବକ ୨ଟି ବାଇକରେ ପିଛାକରିଥିଲେ ।ଲୁଟେରାମାନେ ଗୋଟିଏ ପଲସର ଏବଂ ଗୋଟିଏ ସ୍କୁଟିରେ ଥିବାଜଣାଯାଇଛି । ମିଳିଥିବାସୂଚନା ଅନୁସାରେବାରିଆ ଥାନା ଅନ୍ତର୍ଗତ ବିରିକୁଆଁଗ୍ରାମରମଙ୍ଗଳୁମହାନ୍ତ ଓ ଯଦୁମଣୀମହାନ୍ତରିମୁଳୀବ୍ୟାଙ୍କ ଅଫ ଇଣ୍ଡିଆଶାଖାରୁ ୧ଲକ୍ଷ ୨୦ ହଜାର ଟଙ୍କା ଉଠାଇ ବ୍ୟାଗରେ ଟଙ୍କାରଖି ନିଜ ହିରୋହୁଣ୍ଡା ବାଇକରେ ଘରକୁ ଫେରୁ ଥିବା ବେଳେ କାଳିକା ପ୍ରସାଦ ପୋଲ ପୂର୍ବରୁ ପଛପଟୁ ୨ଟି ବାଇକରେ ପିଛାକରୁ ଥିବା ଯୁବକଙ୍କ ମଧ୍ୟରୁ ଗୋଟିଏ ବାଇକରେ ଏମାନଙ୍କୁ ଧକ୍କା ଦେଇ ଥିଲେ । ଫଳରେ ୨ଜଣ ପଡିଯିବା ପରେ ଆଖି ପିଚୁଳାକେ ସେମାନେ ଟଙ୍କା ବ୍ୟାଗକୁଚଡାଇ ପୁଣିରିମୁଳୀ ପଟକୁଫେରାରହୋଇ ଯାଇଥିଲେ । ଗାଡିରୁ ପଡି ୨ଜଣ ଗୁରୁତର ଆହତହୋଇ ଥିବାବେଳେ ଲୋକେତାଙ୍କୁ ଆମ୍ବୁଲାନ୍ସଯୋଗେ ଚ୍ପୁଆ ଡାକ୍ତରଖାନାକୁଚିକିତ୍ସା ପାଇଁ ପଠାଇ ଥିବାଜଣାଯାଇଛି ।