ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅଧିନସ୍ତ କୁସପଲ୍ଲୀ ଗ୍ରାମର ବିପ୍ର ଭୂୟାଁ ନାମକ ଜଣେ ଦୀର୍ଘ ଦିନ ଧରି ବୁଗୁଡା ସୀମା ଳ ମାର୍ଗ ସାହିରେ ରହିଅ।ସୁଥିଲେ । ବୁଗୁଡା ବଡ଼ ଶଙ୍ଖ ନିକଟରେ ଏକ ଘର କାମ କରିବାକୁ ଯାଇ ବିଦୂତ ଅ।ଘାତରେ ଦୁଇ ମହଲା ଛ|ତ ଉପରୁ ଟଳି ପଡ଼ିଥିଲେ ବିପ୍ରୟ ତାଙ୍କୁ ଚିକିତ୍ସା ପାଇଁ ସଂଗେ ସଂଗେ ବୁଗୁଡା ମେଡିକାଲ ରେ ଭର୍ତି କରିଥିଲେ । ପରେ ପୋଲିସ ପଂହଁଚି ତଦନ୍ତ କରିବା ସହ ୩୦/୨୦ ରେ ଏକ ମାମଲା ରୁଜୁ କରି ମୃତ ଦେହକୁ ବେବଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ସ୍ଥାନାନ୍ତରିତ କରିଥିବା ଜଣା ପଡ଼ିଛି ।