ବୌଦ୍ଧରେ ଦୋକାନ ବଜାର ବନ୍ଦ

ବୋଦ୍ଧ: ବାଣିଜ୍ୟ ସଙ୍ଘ ତରଫରୁ ବାର ଘଣ୍ଟିଆ ଭାରତ ବନ୍ଧ କୁ ବୋଦ୍ଧ ଜିଲ୍ଲାର ବଣିକ ସଙ୍ଘ ସମର୍ଥନ କରିଛନ୍ତି । ଜିଲ୍ଲା ତିନୋଟି ବ୍ଲକ କଣ୍ଟାମାଲ,ବୋଦ୍ଧ ଓ ହରଭଙ୍ଗା ସଂପୂର୍ଣ୍ଣ ରୂପେ ବନ୍ଦ ରହିଛି । ବଣିକ ସଙ୍ଘ ର ଦାବି କୁ ସରକାର ଗ୍ରହଣ କରିବା ସହ ଆଲୋଚନା ମାଧ୍ୟମରେ ସମାଧାନ କରିବା କରିବା ଉଚିତ । ସାଧାରଣ ଲୋକ ମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବିତ ହୋଇଚି । ବୋଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ମୃତୟନ କରାଯାଇଛି । ଯାନବାହନ ଚଲା ଚଳ କାଭେଁ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

2 − one =