ବ୍ରହ୍ମପୁର ବିଧାୟକ କରୋନା ଆକ୍ରାନ୍ତ ରାଜ୍ୟ By Nyayabati Live Last updated Sep 2, 2020 127 0 ଭୁବନେଶ୍ୱର- ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଆଇସୋଲେସନରେ ରହିବା ପାଇଁ ନିବେଦନ କରିଛନ୍ତି । 0 127 Share