ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ ସେଂଟରିଂ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ଫୁଲାଡ଼ି ଛକରୁ ବାଲେଶ୍ବର ସହରକୁ ଆସିବାପାଇଁ ବୁଢାବଳଙ୍ଗ ନଦୀ ଉପରେ ନିର୍ମାଣ ସେତୁର ସେଂଟରିଂ  ଆଜି ଅପରାହ୍ନ ୫ଟା୩୦ ସମୟରେ ଭୁଶୁଡିପଡିଥିବାବେଳେ କାରଣ ୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ଉକ୍ତ ସେତୁ ନିର୍ମାଣ ୨୦୧୭ ମସିହା ଡିସେମ୍ବର ମାସରେ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ପ୍ରଥମ ଅବଧିରେ ଏହା ସମ୍ପୂର୍ଣ୍ଣ ହୋଇ ନପାରିବାରୁ ୨୦୧୮ ମସିହାରେ ସାରିବାକୁ ଲକ୍ଷ୍ୟ ରଖାଗଲା। ନିର୍ମାଣାଧୀନସେତୁରେ ୭ଟି ଖମ୍ବ ମଧ୍ୟରୁ ୬ଟି ନିର୍ମାଣ କାର୍ଯ୍ୟ ପ୍ରାୟ ‌ବର୍ଷେ ହେଲା ସରିଲାଣି।

Leave A Reply

Your email address will not be published.

one × five =