ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର କର୍ମ·ରୀମାନଙ୍କର ଏକ ଦିନର ଦରମା ଏବଂ ବଦାନ୍ୟ ବ୍ୟକ୍ତି ବିଶେଷ ବିଭିନ୍ନ ଟ୍ରଷ୍ଟ ସମବାୟ ସଂସ୍ଥା ବେସରକାରୀ ଅନୁÂାନ ଦାତବ୍ୟ, ଧାର୍ମିକ, ସାଂସ୍କୃତିକ, କ୍ରୀଡ଼ା, ଶିକ୍ଷାନୁÂାନ, ବଣିକ ସଂଘ, ମହିଳା ସ୍ୱଂୟ ସହାୟକ ଗୋÂୀ, ଲାୟନ୍ସ କ୍ଲବ୍, ସ୍ୱେଚ୍ଛାସେବୀ ସଂଗଠନ, ବରିÂ ନାଗରିକ, ସଂଘ ସମୁହ ବସ୍ତିବାସିନ୍ଦା, ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ତଥା ଜିଲ୍ଲା ବିଚାର ବିଭାଗ କାର୍ଯ୍ୟାଳୟଗୁଡ଼ିକରୁ ସଂଗ୍ରୀହୃତ ହୋଇଥିବା ୧ କୋଟି ଟଙ୍କା ଅନୁଦାନ ରାଶିକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୋଭିଡ଼-୧୯କୁ ମୁଖ୍ୟ ଶାସନ ସଚିବ, ଓଡ଼ିଶାଙ୍କ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲାପାଳ ସୀଂତାଶୁ କୁମାର ରାଉତଙ୍କୁ ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି । ଏହି ସାହାଯ୍ୟ ନିମନ୍ତେ ସମସ୍ତ ବଦାନ୍ୟ ବ୍ୟକ୍ତି ବିଶେଷ ଉପରଲିଖିତ ସମସ୍ତ ସଂସ୍ଥା ଅନୁÂାନର କର୍ମକର୍ତା ତଥା ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ଏହି ମହତ କର୍ମ ନିମନ୍ତେ ଖୋରଧା ଜିଲ୍ଲାପାଳ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.

4 × 3 =