ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ କରୋନା

ଯାଜପୁର- ବିଂଝାପୁର ବିଧାୟିକା ପ୍ରମିଳା ମଲ୍ଳିକ୍ କରୋନା ସଂକମ୍ରିତ ଥିବା ଜଣାପଡ଼ିଛି । ମହାମାରୀ କରୋନା ଓ ଗତ ବନ୍ୟା ସମୟରେ ବିଧାୟିକା ଶ୍ରୀମତୀ ମଲ୍ଳିକ ବନ୍ୟା ବିପନ୍ନଙ୍କ ପାଖରେ ପହଂଚିବା ସହ ବନ୍ୟା ବିପନ୍ନଙ୍କୁ ସହଯୋଗ କରୁଥିବାର ଦେଖା ଯାଇଥିଲା । ତେବେ ବିଧାୟିକା କରୋନା ସଂକ୍ରମିତ ଥିବା ଜଣା ପଡ଼ିବା ପରେ ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ରଙ୍କ ସମେତ ରାଜ୍ୟ ମହିଳା ବିଜେଡ଼ି ଉପସଭାନେତ୍ରୀ ସଂଯୁ୍କ୍ତା ମହାନ୍ତି, ପ୍ରାକ୍ତନ ଦଶରଥପୁର ପଂଚାୟତ ସମିତି ଉପାଧ୍ୟକ୍ଷ ବିଷ୍ଣୁ ଚରଣ ମହାପାତ୍ର, ବିଧାୟିକାଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି, ଜି୍ଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଳିକ, ସରପଂଚଞ୍ଚ ଆନନ୍ଦ ଚନ୍ଦ୍ର ବାରିକ, ମନୋରଂଜନ ଦାସ, ଝୁନାରାଣୀ ରାୟ, ସ୍ମିତାରାଣୀ ବିଶ୍ୱାଳ, ସେବତୀବାଳା ପରିଡ଼ା, ପ୍ରଶାନ୍ତ ସାହୁ, ମଂଜୁଲତା ବାରିକ, ମହେଶ୍ୱର ଯେନା, ଚିତ ରଂଜନ ନାୟକ, ଧିରେନ୍ଦ୍ର ମଲ୍ଳିକ, ପ୍ରିୟବ୍ରତ ବିଶ୍ୱାଳ, ହିମାଂଶୁ ପରିଡ଼ା, ଶରତ ଚନ୍ଦ୍ର ଜେନା, ଚଉଭନ ବାରିକ, ଶିକ୍ଷକ ନେତା ବିପିନି ରାୟ, ଓ ବିଭିନ୍ନ ସାମଜିକ ସଂଗଠନ, ଦଳୀୟ ସମର୍ଥକ ଓ କର୍ମମାନେ ବିଧାୟିକାଙ୍କ ଦୃତ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.

4 × 1 =