ରାଜ୍ୟରେ ଖୋଲିଲା ମେଡିକାଲ୍ କଲେଜ

ଭୁବନେଶ୍ୱର: ମହାମାରୀ କରେନା ଭୂତାଣୁ ସଂକ୍ରମଣ ଯୋଗୁ ଦିର୍ଘ ୮ମାସ ଧରି ବନ୍ଦ ରହିଥିବା ରାଜ୍ୟର ସମସ୍ତ ମେଡିକାଲ କଲୋଜ ଆଜି ଠାରୁ ଖୋଲିଛି । ପ୍ରକାଶ ଥାଉକି ଡିସେମ୍ବର ୧ ତାରିଖଠାରୁ ମେଡିକାଲ କଲେଜ ଗୁଡିକ ଖୋଲିବା ପାଇଁ ପୂର୍ବରୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ । ଫଳରେ ମେଡିକାଲ କଲେଜ ଗୁଡିକର କ୍ୟାମ୍ପସ ପୁଣି ଚଳଂଚଳ ହୋଇପଡିଛି ।

Leave A Reply

Your email address will not be published.

fifteen + 1 =