ସମବାୟ ବ୍ୟାଙ୍କରେ ଆର୍ଥିକ ଅନିୟମିତତା ରିପୋର୍ଟ ତଲବ

ଭୁବନେଶ୍ୱର: ଓଡ଼ିଶା ସମବାୟ ବ୍ୟାଙ୍କ (ଓଏସ୍ସିବି)ରେ ବ୍ୟାପକ ଆର୍ଥିକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏ ନେଇ ଭିଜିଲାନ୍ସ ନିର୍ଦେଶକଙ୍କୁ ରିପୋର୍ଟ ତଲବ କରିଛନ୍ତି ଲୋକାଯୁକ୍ତ ଏବଂ ଅଗଷ୍ଟ ୩୧ ତାରିଖରେ ଏହାର ପରବର୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

5 × two =