ସମ୍ବାଦିକଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର- ସୋମବାର ଉତ୍କଳ ସମ୍ବାଦିକ ସଂଘ-୩ ପକ୍ଷରୁ ଆୟୋଜନ କରାଯାଇଛି ଶୋକସଭା । ଏଥିରେ ବିଭୂତି କର, ଭଗବତ ତ୍ରୀପାଠି , ନୃସିଂହ ଦାସ, ବୈଷ୍ଣବ ଜେନା, ରମେଶ ମହାନ୍ତି,ଇତ୍ୟାଦି ଯୋଗ ଦେଇ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ନିଜେ ପ୍ରଥମେ ବଂଚିବା , ନିଜେ ବଂଚିଲେ ହି ସମାଜ ପାଇଁ କିଛି କରିପାରିବା । ସୁସ୍ଥ ରହିବା ସତର୍କ ରହିବା ପାଇଁ ସଚେତନ କରାଇଛନ୍ତି । ସୂଚନାନୁସାରେ ଗଣମାଧ୍ୟମର ଜଣେ ସାମ୍ବାଦିକ କରୋନାମ ମହାମାରୀରେ ଅଖିବୁଜିଛନ୍ତି । ଯୁବ ସ୍ୱେଚ୍ଛାସେବୀ, ତଥା ‘ସମାଜ’ ହିଞ୍ଜିଳିକାଟ ବ୍ଲକ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଜୁଲାଇ ୧୧ ତାରିଖରେ ମୃତ୍ୟୁ ଘଟିଥିଲା । ସେ କିଛି ଦିନ ଧରି କିମ୍ସ କୋଭିଡ୍ ହସିଟାଲରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା ।

Leave A Reply

Your email address will not be published.

8 + thirteen =