ସର୍ବସାଧାରଣଙ୍କୁ ଅଫିସ ପ୍ରବେଶରେ କଟକଣା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଅଫିସ ଗୁଡିକ ଭିତରକୁ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆଜି ଏହି ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି । ଅଗଷ୍ଟ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ବୋଲି ଜଚ୍ଚାଯାଇଛି । ନିର୍ଦେଶନାମା ଅନୁଯାୟୀ,ସରକାରୀ ଅଫିସ ମଧ୍ୟକୁ କେବଳ ସରକାରୀ କର୍ମଚାରୀଙ୍କ ସମେତ ସଂପୃକ୍ତ ଅଫିସର ଅଧିକାରୀଙ୍କ ଅନୁମୋଦିତ ବ୍ୟକ୍ତି ଅଫିସ ମଧ୍ୟକୁ ପ୍ରବେଶ କରି ପାରିବେ ।

Leave A Reply

Your email address will not be published.

5 × three =