୫୫ ଗଶମାଧ୍ୟମ ପ୍ରତିନିଧିଙ୍କ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର: ବିଏମ୍ସି ପକ୍ଷରୁ ବୁଧବାର ଗଣମାଧ୍ୟମ ପ୍ରତିନିଧିଙ୍କ ଆଂଟିଜେନ୍ ପରୀକ୍ଷା ସହିଦ୍ନଗର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିବା । ଏଥିରେ ୫୫ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥି ବେଳେ ସମସ୍ତଙ୍କ ନେଗେଟିଭ୍ ଆସିଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

nine − six =