୬ ଏଟିଏମ୍ ଲୁଟେରା ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ କୁଖ୍ୟାତ ଏଟିଏମ୍ ଲୁଟେରା ସମ୍ଭବ ଆଚାର୍ଯ୍ୟ ସହ ୬ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪୨ ହଜାର ଟଙ୍କା ଜବତ କରାଯାଇଛି । ସେ ୮ରୁ ଅଧିକ ଏଟିଏମ୍ ଲୁଟ୍ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଲୁଟେରାଜଣଙ୍କ ବୃଦ୍ଧବୃଦ୍ଧାଙ୍କୁ ଟାର୍ଗେଟ କରି ପ୍ରଥମେ ସେମାନଙ୍କ ଏଟିଏମ୍ କାର୍ଡ ହାତେଇ ନେଉଥିଲେ । ଏହାପରେ ବେଶ ଚାଲାକରେ ଆକାଉଂଟରେ କଳାକନା ବୁଲାଇ ଦେଉଥିବା ଜଣାପଡିଛି ।

Leave A Reply

Your email address will not be published.

15 − 9 =