ସଟଡାଉନ ପାଇଁ ମାଟ୍ରିକ ଖାତାଦେଖା ବନ୍ଦ

ଭୁବନେଶ୍ୱର- ସଟଡାଉନ ପାଇଁ ୧୧ ଜିଲ୍ଲାରେ ମାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ । ମାଧ୍ୟମିକ ଶିକ୍ଷା ପରିଷଦ ଏହି ସୂଚନା ଦେଇଛି । ତେବେ ସଟଡାଉନ ଘୋଷଣା ହୋଇ ନ ଥିବା ଅନ୍ୟ ଜିଲ୍ଲାରେ ପୂର୍ବ ପରି ଖାତା ଦେଖା ହେବ । ସଟଡାଉନ ସୟରେ ଯାତାୟତରେ ଅସୁବିଧା ନେଇ ଓଷ୍ଟା ଓ ରାଜ୍ୟ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଦାବି ହୋଇଥିଲା ।

Leave A Reply

Your email address will not be published.

twelve + 10 =