୨୪ ଘଣ୍ଟା ମଧ୍ୟରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ଅମ୍ପାନ୍

ଭୁବନେଶ୍ୱର- ସାମୁଦ୍ରିକ ଝଡ ଅମ୍ପାନ ବାତ୍ୟା ରୂପ ନେବ । ପାରାଦୀପ ଠାରୁ ୧୧୦୦ , ପଶ୍ଚିମବଙ୍ଗ ଦିଘା ଠାରୁ ୧୨୫୦ କିମି ଓ ବାଂଲାଦେଶଠୁ ୧୩୩୦ କିମି ଦୂରରେ ଅଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ସିଭିୟର ସାଇକ୍ଳୋନିକ ଷ୍ଟର୍ମର ରୂପ ନେବା ସମ୍ଭାବନା ରହିଛି । ଏହା କେଉଁଠି ଲ୍ୟାଣ୍ଡଫଲ କରିବ ସେନେଇ ବର୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ । ବାତ୍ୟା ଯୋଗୁଁ ଉତର ଉପକୂଳ ଓଡିଶା ଅଧିକ ପ୍ରଭାବିତ ହୋଇପାରେ ବୋଲି ଜଣାପଡିଛି ।

Leave A Reply

Your email address will not be published.

twenty − sixteen =