୨ ମିନିଟ ୧୧ ସେକେଣ୍ଡ ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର- ଦୀର୍ଘଦିନର ପ୍ରତୀକ୍ଷା ପରେ ରାଜ୍ୟ ମାନ୍ୟତା ପାଇଥିବା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ୨ ମିନିଟ ୧୧ ସେକେଣ୍ଡ ମଧ୍ୟରେ ଗାନ କରାଯିବ ବୋଲି ବିଧିବଦ୍ଧ ନିଷ୍ପତି ହୋଇଛି । ଏ ସଂପର୍କରେ ସୂଚନା ଦେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାଶ କହିଛନ୍ତି ଯେ ସଙ୍ଗୀତ ଗାନ ବେଳେ ତ୍ରୁଟି ପରିଲକ୍ଷିତ ହେଲେ ଦଣ୍ଡ ବିଧାନ କରାଯିବ । ଆସନ୍ତା ବର୍ଷ ଠାରୁ ଏହି ସଙ୍ଗିତ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ସ୍କୁଲ ଓ ଗଶଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Leave A Reply

Your email address will not be published.

one + 13 =