ଜଳେଶ୍ୱର- ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ  ସୁବର୍ଣ୍ଣରେଖା ନଦୀର ଜଳ ଓ ମାଟ ଡାକ ଯୋଗେ ପଠାଯାଇଛି । ନିକଟସ୍ଥ ରାଜପୁର କପିଳମୁନି ଆଶ୍ରମ  ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳ ଓ ମାଟିକୁ ପଠାଯାଇଛି । ଆସନ୍ତା ୫ ତାରିଖରେ ରାମ ମନ୍ଦିର ଭୂମି ପୂଜା ପାଇଁ  ସାରା ଦେଶର ପବିତ୍ର ନଦୀରୁ ପାଣି ଯାଉଛି ।