ଭୁବନେଶ୍ୱର- ଓଲିଉଓ ଅଭିନେତା ଅଜିତ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ରାତି ୨ଟାରେ ଅଜିତଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏ ବିଷୟରେ ତାଙ୍କୁ ଝଅ ଏବଂ ଓଡିଶା ମୋ ପରିବାର ଆବାହକ ଅରୂପ ମୋହନ ପଟ୍ଟନାୟକ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଜଣାଇଥିଲେ । ତାଙ୍କୁ ଏବେ ଭୁବନେଶ୍ୱର ଏକ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି ।