ଭିଜିଲାନ୍ସ ହାତରେ ଲାଂଚୁଆ ଜେଇ ରାଜ୍ୟ By Nyayabati Live Last updated Jun 20, 2020 148 0 କେନ୍ଦୁଝର: ଭିଜିଲାନ୍ସ ହାତରେ ଧରାପଡିଲେ ଲାଂଚୁଆ ଜେଇ । ପୁରୁଣା କାମର ବିଲ୍ ପାଇଁ ୬ ହଜାର ନୂଆ କାମ ଠିକା ଦେବା ପାଇଁ ୫ ହଜାର ଏହିପରି ମୋଟ ୧୧ ହଜାର ଟଙ୍କା ଲାଂଚ ନେବା ବେଳେ କେନ୍ଦୁଝର ସଦର ବ୍ଲକ୍ କନିଷ୍ଟ ଯନ୍ତ୍ରୀ ପ୍ରମୋଦ ପଣ୍ଡାଙ୍କୁ ଧରିଛନ୍ତି ଭିଜିଲାନ୍ସ । 0 148 Share