ଲାଂଚ ନେଇ ଗଞ୍ଜେଇ ବୋଝେଇ ଗାଡିକୁ ଛାଡିଲେ ପୋଲିସ ବାବୁ


ମାଲକାନାଗିରି- ଲାଂଚ ନେବା ପଡିଲା ମହଙ୍ଗା । ଲାଂଚ ନେଇ ଗଞ୍ଜେଇ ବୋଝେଇ ଗଡିକୁ ଛାଡିବା ଘଟଣାରେ ଜଣେ ଏସଆଇ ଓ ୨ ହୋଗଗାର୍ଡ ଗିରିଫ ହେବା ସହ ଏସଆଇଙ୍କୁ ନିଳମ୍ବନ କରାଯାଇଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଳ୍ଲାରେ । ମୁଦୁଲିପଡା ଥାନାର ଏହି ପୋଲିସ କର୍ମଚାରୀ ଖଇରିପୁଟ ନିକଟରେ ଚେକିଂ କରୁଥିଲେ । ଏହି ସମୟରେ ଏକ ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରିଥିଲେ । ଲାଞ୍ଜ ଦେବାରୁ ସେମାନେ ଗାଡିକୁ ଛାଡି ଦେଇଥିଲେ । ଏହି ଘଟଣା ସମ୍ନାକୁ ଆସିବା ପରେ ଜଣେ ଏସଆଇ ଓ ୨ ହୋମଗାର୍ଡଙ୍କୁ ଗିରଫ କରିବା ସହ ଏସଆଇଙ୍କୁ ନିଳମ୍ବନ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।

Leave A Reply

Your email address will not be published.

five − two =