ସରକାରୀ କର୍ମଚାରୀଙ୍କ ୧୦% ମହଙ୍ଗା ଭତା ବୃଦ୍ଧି ରାଜ୍ୟ By Nyayabati Live Last updated May 16, 2020 24 0 ଭୁବନେଶ୍ୱର- ସରକାରୀ କର୍ମଚାରୀଙ୍କ ୧୦ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପିଛିଲା ଭାବେ ଜୁଲାଇ ୧ରୁ ଲାଗୁ ହେବ । ଏହି ମହଙ୍ଗା ଭତା ରାଜ୍ୟ ସରକାରୀ କର୍ମଚାରୀ, ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ମାନେ ପାଇପାରିବେ । 0 24 Share