ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲିଖିଲେ ଯାତ୍ରା କଳକାର

ଭୁବନେଶ୍ୱର- ମୁଖ୍ୟମନ୍ତରୀଙ୍କୁ ଚିଠି ଲେଖି ସମସ୍ୟା ଜଣାଇଲେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ।କରୋନା ଲକଡାଉନ ପାଇଁ ୬୫ ଯାତ୍ରା ପାର୍ଟି ରେ କାମ କରୁଥିବା ୧୦ ହଜାର ସଦସ୍ୟ ସେମାନଙ୍କ ଜୀବିକା ହରାଇଛନ୍ତି । ସେମାନେ ଶମ୍ରିକ ତଲିକାଭୁକ୍ତ ନଥିବାରୁ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳୁପାରୁ ନାହିଁ । ଏହି ପରିପେକ୍ଷିରେ ସେମାନଙ୍କ ପରିବାର ଚଳିବା କଷ୍ଟକର ହୋଇପଡିଛି । ତେଣୁ ସେମାନେ ସରକାରଙ୍କୁ ଚିଠି ଲେଖି ଦାବି କରିଛନ୍ତି କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା, ଯାତ୍ରା କଳାକାରଙ୍କୁ ମାନ୍ୟତା ପ୍ରଦାନ କରିବ. ପ୍ରଯୋଜକମାନଙ୍କୁ ସବସିଡ୍ ଦେଇ ଋଣ ପ୍ରଦାନ କରିବା, ଯେବେଠାରୁ ଯେ କୌଣସି କାର୍ଯ୍ୟକ୍ରମରେ ଅଧିକ ଲୋକମାନଙ୍କ ଅନୁମତି ମିଳିବ ସେବେଠାରୁ ଯାତ୍ରା ପରିବେଶଷଣକୁ ଅନୁମତି ମିଳିବ ।

Leave A Reply

Your email address will not be published.

5 + 9 =