ମେ ୨୬ ପର୍ଯ୍ୟନ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ବାତିଲ ପାଇଁ ମମତା ବନାର୍ଜୀଙ୍କ ପ୍ରସ୍ତାବ

କୋଲକତା- ବାତ୍ୟା ଅମ୍ପାନ ପ୍ରଭାବରେ ପଶ୍ଚିମବଙ୍ଗ ପରିସ୍ଥିତି ସଂଘାତିକ ହୋଇଥିବାରୁ ଆସନ୍ତା ୨୬ ପର୍ଯ୍ୟନ୍ତ ଶ୍ରମିକ ସ୍ପୋଶାଲ ଟ୍ରେନ ଯାତାୟତ ବନ୍ଦ ରଖିବା ପାଇଁ ରେଳବାଇ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ।

Leave A Reply

Your email address will not be published.

two × two =