ରାଜ୍ୟରେ ମୌସୁମୀ ଦୂର୍ବଳ

ଭୁବନେଶ୍ୱର : ରାଜ୍ୟରେ ଏବେ ମୌସୁମିର ଦୁର୍ବଳ ସ୍ଥିତି ଲାଗି ରହିଛି । ମୌସୁମି ଟ୍ରଫ ଲାଇନ ବିକାନେର, ଜୟପୁର, ଶିବପୁରୀ, ସିଦ୍ଧି ଦେଇ ଦକ୍ଷୀଣ ଆସାମ ଆଡକୁ ଗତି କରୁଛି । ଫଳରେ ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ପଶ୍ଚିମବଙ୍ଗ ଓ ଝାରଖଣ୍ଡ ଉପରେ ଥିବା ଘୁର୍ଣ୍ଣିବଳୟ ବର୍ତମାନ ଉତର ଛତିସଗଡ ଉପରେ ରହିଛି । ଏହା ପ୍ରଭାବରେ ଏବେ ଓଡିଶା ଉପରେ ମୌସୁମି ପ୍ରଭାବ ଅଧିକ ଶକ୍ତିଶାଳୀ ନାହିଁ ।

Leave A Reply

Your email address will not be published.

11 + 16 =