ଗଡିଲା ମୋ ବସ୍

ଭୁବନେଶ୍ୱର- ଆଜିଠାରୁ ଗଡିଲା ମୋ ବସ୍ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର ୭ ଟି ରୁଟ ଏୟାରପୋର୍ଟରୁ କଟକ, ସିଡିଏ, ନନ୍ଦନବିହାରରୁ ଲିଙ୍ଗପୁର, ମାଷ୍ଟରକ୍ୟାଂଟିନରୁ ସିଡିଏ ଭାୟା ରସୁଲଗଡ, ମାଷ୍ଟରକ୍ୟାଂଟିନ- ଖୋର୍ଦ୍ଧା, ମାଷ୍ଟରକ୍ୟାଂଟିନ- ସମହସ୍ପିଟାଲ, ଡୁମୁଡୁମାରୁ ମଞ୍ଚେଶ୍ୱର ଓ ମାଷ୍ଟରକ୍ୟାଂଟିନରୁ ଏମ୍ସକୁ ଚଳିବ ବସ୍ । ସକାଳ ୭ରୁ ସଂଧ୍ୟା ୭ ଯାଏଁ ଚାଲିବ । ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ଏଥି ସହ କୌଣସି ଯାତ୍ରୀ ଛିଡାହୋଇ ଯାଇପାରିବେ ନାହିଁ । ଟିକେଟ ମୂଲ୍ୟ ବାବଦରେ ଖୁଚୁରା ଦେବାକୁ ପଡିବ ।

Leave A Reply

Your email address will not be published.

3 + 2 =