ଟ୍ରେନ୍ ଯୋଗେ ଓଡିଶା ଆସିବେ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର- ପ୍ରବାସୀ ଶ୍ରମିକ ମାନେ ଟ୍ରେନଯୋଗେ ଓଡିଶା ଫେରିବେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସୁପ୍ରିମକୋର୍ଟଙ୍କ ସଂଶୋଧି ରାୟ ପରେ ମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି । ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରଓ ଗୁଜୁରାଟରୁ ଟ୍ରେନ ଆସିବ । ଯେଉଁମାନେ ଚାହିଁବେ ଟ୍ରେନ ବ୍ୟତୀତ ନିଜବ୍ୟବସ୍ଥାରେ ମଧ୍ୟ ଆସିପାରିବେ । ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ଜରୁରୀ ।

Leave A Reply

Your email address will not be published.

nineteen + two =