ଆସୁଛି ବାତ୍ୟା

ଭୁବନେଶ୍ୱର- ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ମେ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେଇପାରେ ବେଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ସାଇକ୍ଳୋନିକ ଷ୍ଟମରେ ପରିଣତ ହୋଇ ଉତରପଶ୍ଚିମ ଦିଗକୁ ମୁହାଁଇବ । ପରେ ଉତର ଓ ଉତର ପୂର୍ବ ଦିଗକୁ ଗତି କରିବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଝଡବାତ୍ୟାର ରୂପରେଖ କିଭଳି ହେବ ସେନେଇ କୌଣସି ସ୍ପଷ୍ଟ ହୋଇ ନଥିବାବେଳେ ଓଡିଶା ଉପରେ ବାତ୍ୟାର ପ୍ରଭାବ ପଡିବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି । ୧୫ରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ସମୟରେ ସମୁଦ୍ର ଭିତରକୁ ନଯିବା ପାଇଁ ମମମତ୍ସଜୀବୀଙ୍କୁ ବାରଣ କରାଯାଇଛି ।

Leave A Reply

Your email address will not be published.

4 × 4 =