ରେଳ ଧାରଣାରେ ନ ଚାଲିବାକୁ ନିର୍ଦେଶ

ଭୁବନେଶ୍ୱର-ରେଳ ଟ୍ରାକ ଉପରେ ନଚାଳିବା ପାଇଁ ଦକ୍ଷିଣ ପୂର୍ବାଂଚଳ ରେଳପଥ ପରାମର୍ଶ ଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ମାଲବାହୀ ଓ ପାର୍ସେଲ ଟ୍ରେନ ଗୁଡିକ ଚଳାଚଳ କରୁଛି । ଏଥି ସହ ପ୍ରବାଶୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଯାତାୟତ କରୁଛି । ଏହି ସମସ୍ତ ଟ୍ରେନ ଦକ୍ଷିଣ ପୂବାଂଚଳ ରେଳପଥ ଦେଇ ଯିବାଆସିବା କରୁଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।ରେଲୱେ ଟ୍ରାକ ଉପରେ ଚାଲିବା ଧାରା ୧୪୭ ଅନୁସାରେ ଦଣ୍ଡନୀୟ ଅପରାଧ ବୋଲି ଏସ୍ଆର ପକ୍ଷରୁ କୁହାଯାଇଛି

Leave A Reply

Your email address will not be published.

5 − 2 =