ରାଜ୍ୟରେ ଦ୍ୱିତୀୟ କୋରନା ମୃତ

ଭୁବନେଶ୍ୱର-ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ । ଏହାକୁ ମିଶାଇ ମୃତୁ୍ୟ ସଂଖ୍ୟା ୨ରେ ପହଂଚିଛି । ମୃତକ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱର ମଧୁସୂଦନ ଅଂଚଳର । ସେ କିମସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୭୭ ବର୍ଷବୟସ ହୋଇଥିଲା । ତାଙ୍କର ମଧୁମେହ ସହ କୀଡିନ ଜନିତ ସମସ୍ୟା ଥିଲା

ବର୍ତମାନ ସୁଦ୍ଧା ୪୭୪୫୪ ନମୁନା ପରୀକ୍ଷା ହୋଇଥିଲାବେଳେ ୧୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୧୫ ଆକଟିଭ କେସ ରହିଛି । ଏବେ ସୁଦ୍ଧା ୬୦ ଜଣ ସୁସ୍ଥ ହୋଇଥିଲା ବେଳେ ୨ ଜଣଙ୍କର ମୃତୁ ଘଟିଛି ।

Leave A Reply

Your email address will not be published.

19 − fifteen =