ସୁସ୍ଥ ହେଲେ ଆଉ ୬୫ କରୋନା ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ୬୫ ନୂଆ ଆକ୍ରାନ୍ତ ।ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୧୪୮୧ରେ ପହଂଚିଛିି । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂପୁର ଓ କେନ୍ଦ୍ରାପଡା ଜିଲ୍ଲାରୁ ୧୦ ଜଣ ଲେଖାଏଁ,ଗଞ୍ଜାମ ୧୪ ,ଭଦ୍ରକ ୮, କେନ୍ଦୁଝର ୭ ,ବଲାଙ୍ଗୀର ୬,ଖୋର୍ଦ୍ଧା ୩ ,ଏବଂ ବାଲେଶ୍ୱର ଓ ଯାଯପୁର ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୨୪୭୮ ସୁସ୍ଥ ହୋଇଥିବା ବେଳେ ୯୯୦ଟି ଆକ୍ଟିଭ୍ କେସ ରହିଛି ।୭ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

four + fourteen =