ବଲାଙ୍ଗୀର-ସୁକତେଲ ପୋଲ ଭୁଶୁଡିବା ଘଟଣାରେ ପାଟଣାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନ ସସପେଣ୍ଡ । ତାଙ୍କ ସ୍ଥାନରେ ଅନ୍ୟତମ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତେବେ ପ୍ରକୃତ ଦୋଷୀ କୁହାଯାଉଥିବା ରାମକୁମାର ଅଗ୍ରୱାଲ , ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡର ଠିକାଦାର ସଂଜୟ ଅଗ୍ରୱାଲଙ୍କୁ ଗିରିଫ କରାଯାଇ ନାହିଁ ।