ଜୁନ୍ ୧ରୁ ୨୦୦ ଯାତ୍ରୀବାହୀ ଟ୍ରେନ ଚଳାଚଳ ରାଜ୍ୟ By Nyayabati Live Last updated May 21, 2020 137 0 ଭୁବନେଶ୍ୱର- ଜୁନ୍ ପହିଲାରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ଟ୍ରେନ ଚାଳିବ । ଏନେଇ ରେଳ ମନ୍ତ୍ରାଳୟ ଘୋଷଣା କରିଛି । ଏଥି ପାଇଁ ଗୁରୁବାର ଦିନ ୧୦ ଟାରୁ ଯାତ୍ରୀମାନେ ଅନଲାଇନ ଟିକଟ ବୁକିଂ ଆରମ୍ଭ କରିଦେଇଛନ୍ତି । 0 137 Share