ଭୁବନେଶ୍ୱର- ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର ।ସୁସ୍ଥ ହେଲେ ଆଉ ୯୯ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୬୪୯କୁ ବୃଦ୍ଧି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୩୪,ଗଞ୍ଜାମ୧୫, ଯାଜପୁର ଓ କେନ୍ଦ୍ରାପଡା ୧୩, ପୁରୀରୁ ୧୦, ଭଦ୍ରକ ୯, ନୟାଗଡ ୩, ସୁନ୍ଦରଗଡ ଓ ଦେବଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ୭୨୮ ଚିକିତ୍ସିତ ହେଉଛନ୍ତି ।