ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ପୁର୍ନଗଠନ

ଭୁବନେଶ୍ୱର: ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦର ପୁର୍ନଗଠିତ ହୋଇଛି । ଏହି ପରିଷଦ ୩ ବର୍ଷ ପାଇଁ କାର୍ଯ୍ୟ କରିବ ନେଇ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଆସନ୍ତା ୨୪ ତାରିଖରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ପରିଷଦରେ ବେସରକାରୀ ସଦସ୍ୟ, ସଦସ୍ୟାମାନଙ୍କ କାର୍ଯ୍ୟକାଳ ୩ବର୍ଷ ପର୍ଯ୍ୟନ୍ତ ବୈଧ ରହିବ । ଏଥିରେ ୩୦ଟି ଜିଲ୍ଲାରୁ ୩୦ସଦସ୍ୟ ଓ ବିଶ୍ୱବିଦ୍ୟାଳୟରୁ ୮ଜଣ ପ୍ରତିନିଧି ରହିଛନ୍ତି ।

Leave A Reply

Your email address will not be published.

13 − seven =