ଭାରତୀୟ ରେଳବାଇ : କ୍ରାୟୋଜେନିକ ଟ୍ୟାଙ୍କରରେ ଅକ୍ସିଜେନ ପରିବହନ କରିବ
ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଉଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବିିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଥିବାବେଳେ ଭାରତୀୟ ରେଳବାଇ ଲିକ୍ୱିଡ ଅକ୍ସିଜେନ ପରିବହନ କରିବ। କ୍ରାୟୋଜେନିକ ଟ୍ୟାଙ୍କରରେ ଏହି ଲିକ୍ୱିଡ ଅକ୍ସିଜେନ ପରିବହନ କରାଯିବ।!-->…
Read More...
Read More...