ଟିକାକରଣ ବୟସସୀମା ୨୫ ବର୍ଷକୁ ହ୍ରାସ ପାଇଁ ସୋନିଆଙ୍କ ଦାବି
ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ବୟସସୀମା ୨୫ ବର୍ଷକୁ ହ୍ରାସ କରିବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦାବି କରିଛନ୍ତି। ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି)ର ବୈଠକରେ ସେ ଏହି ଦାବି ଉଠାଇଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି!-->…
Read More...
Read More...