ଚନ୍ଦରମଲ୍ଲୀ ଦେଶିଆ ଭାଷାର କବିତା ସଙ୍କଳନ ଉନ୍ମୋଚନ
ନବରଙ୍ଗପୁର : ନବରଙ୍ଗପୁର ସହର ସ୍ଥିତ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଚନ୍ଦରମଲ୍ଲୀ ଦେଶିଆ ଭାଷାର କବିତା ସଙ୍କଳନ ଉନ୍ମୋଚନ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଡଃ ପରମେଶ୍ଵର ମୁଣ୍ଡ, ବିଶିଷ୍ଟ ଅତିଥି ଭାବରେ ସମାଜସେବୀ ଜଗନ୍ନାଥ ମହାପାତ୍ର!-->…