ନକ୍ସଲ ଗୁଳିରେ ପ୍ରାଣ ହରାଇଲେ ୩ ଜବାନ ୧୪ଗୁରୁତର
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ବିଜାପୁର ସୀମାରେ ମାଓବାଦୀ ଘଟାଇଛନ୍ତି ବଡ଼ ହିଂସାକାଣ୍ଡ ମାଲକାନଗିରି ଜିଲ୍ଲା ସୀମାବର୍ତି ସୁକମା ବିଜାପୁର ଜିଲ୍ଲା ଟେକାଲଗୁଡ଼ା ନିକଟରେ ଯବାନ ମାନଙ୍କ ଉପରେ ଅତର୍କିତ ଭାବରେ ଗୁଳି ଚଳାଇଛନ୍ତି ମାଓବାଦୀ । ଯେଉଁଥିରେ ୩ଯବାନ ସହୀଦ!-->…