ଭାଗଲ ପୁର ରେ ଅଣ୍ଡର ପାସ ରାସ୍ତା ନିର୍ମାଣ ପାଇଁ ରେଳ ବିଭାଗ ପକ୍ଷରୁ ଅଞ୍ଚଳ ପରିଦର୍ଶନ ଓ ନିରୀକ୍ଷଣ

ଯୋଡା : ଯୋଡା ବ୍ଲକ ବିରିକଳା ଗ୍ରାମପଞ୍ଚାୟତର ଭାଗଲ ପୁର ଠାରେ ଏକ ଅଣ୍ଡର ପାସ ରାସ୍ତା ନିର୍ମାଣ ପାଇଁ ରେଳ ବିଭାଗର ଅଧିକାରୀ ମାନେ  ଆଜି  ଅଞ୍ଚଳ ପରିଦର୍ଶନ କରି  ପରୀକ୍ଷଣ ଓ ନିରୀକ୍ଷଣ କରିଛନ୍ତି । ସ୍ଥାନୀୟ  ସରପଞ୍ଚ  ମୁଖ ନାଏକ୍‌ ଙ୍କ ଉପସ୍ଥିତିରେ  ଆଜି ଭାଗଲପୁର୍‌-ବିଲେଇପଦା ରେଳ

ତିନି ବର୍ଷ ହେବ ଅଧାପନ୍ତରିଆ ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ର

ଝରିଗାଁ : ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଚେପେଟି ଆମ୍ବା ଅଙ୍ଗନୱାଡ଼ି କେନ୍ଦ୍ର। ବ୍ଲକ ସଦର ଝରିଗାଁ ଠାରୁ ୩୫ କି.ମି ଦୂରରେ ରହିଛି ସୀମାନ୍ତ ପଞ୍ଚାୟତ ବଡ଼ ଟେମେରା ଅନ୍ତର୍ଗତ ଚେପେଟି ଆମ୍ବା ଗାଁ। ୫୦ ଜଣ ଶିଶୁ ପ୍ରାକ ଶିକ୍ଷା ନେଉଛନ୍ତି ବିପଦସଂକୁଳ ଭଙ୍ଗା ଦଦରା ସ୍କୁଲ ଗୃହରେ। ତିନି

ଚନ୍ଦରମଲ୍ଲୀ ଦେଶିଆ ଭାଷାର କବିତା ସଙ୍କଳନ ଉନ୍ମୋଚନ

ନବରଙ୍ଗପୁର : ନବରଙ୍ଗପୁର ସହର ସ୍ଥିତ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଚନ୍ଦରମଲ୍ଲୀ ଦେଶିଆ ଭାଷାର କବିତା ସଙ୍କଳନ ଉନ୍ମୋଚନ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ତଥା ସାହିତ୍ୟିକ ଡଃ ପରମେଶ୍ଵର ମୁଣ୍ଡ, ବିଶିଷ୍ଟ ଅତିଥି ଭାବରେ ସମାଜସେବୀ ଜଗନ୍ନାଥ ମହାପାତ୍ର

ପୋକ ଖାଉଛି ଫସଲ ଧାରଣାରେ କୃଷି କର୍ମଚାରୀ

ମାଲକାନଗିରି : ଗତ କିଛି ଦିନ ଧରି ରାଜ୍ୟରେ କୃଷି କର୍ମଚାରୀଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ଏପରିକି ରକ୍ତ ଦାନ କରି ନିଜର ଦାବି ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ଗୋଟିଏ ପଟେ କୃଷି କର୍ମଚାରୀ ୭ ଦଫା ଦାବି

ଚିନ୍ତାଜନକ ଅବସ୍ଥାରେ ଏନ ଟି ପି ସି ଆସପଣ୍ଡ ପାଉଁଶ ପାଣି, କେତେ ପାଉଁଶ ଗିଳିଲେ ଚେତିବ ପ୍ରଶାସନ

କଣିହାଁ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଦେଶର ଉନ୍ନତି ପାଇଁ ଶିଳ୍ପ ଏକାନ୍ତ ଅପରିହାର୍ଯ୍ୟ। ଶିଳ୍ପ ଯେପରି ଅପରିହାର୍ଯ୍ୟ ଜୀବନ ମଧ୍ୟ ସେହିପରି ଅପରିହାର୍ଯ୍ୟ। ଜୀବନକୁ ଛାଡ଼ି ଶିଳ୍ପର କିଛି ମାନେ ନାହିଁ। ଜୀବନ ଓ ଶିଳ୍ପ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି। ଜୀବନ କଥା ଛାଡି ଆମେ ଯଦି

ଏଚଡିଏଫସି ବ୍ୟାଙ୍କର ନୂତନ ଶାଖା ଉଦଘାଟିତ

ଚମ୍ପୁଆ : ଚମ୍ପୁଆ ସହରର ସ୍ଵାଗତ ହୋଟେଲ ନିକଟରେ ବହୁ ପ୍ରତିକ୍ଷୀତ ଏଚଡିଏଫସି ବ୍ୟାଙ୍କର ଏକ ନୂତନ ଶାଖା ଆଜି ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ବିଡ଼ିଓ ରାଜା ରଣଜିତ ପ୍ରତାପ ବଳଙ୍କ କର ଅମଳରେ ଏହି ନୂତନ ଶାଖା ଉଦଘାଟିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗିରିଜା

ଢ଼ିଙ୍କିଆରେ ଜିନ୍ଦଲ ଶିଳ୍ପ ଉନ୍ମୋଚନ

ଏରସମା : ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆ ଠାରେ ବହୁ କଳ୍ପନା,ଜଳ୍ପନା ସଂଘର୍ଷ ପରେ ଜିନ୍ଦଲ ଶିଳ୍ପ କାରଖାନା ପ୍ରକଳ୍ପ  ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି। ଲୋକେ ନିଜର ଭିଟାମାଟି, ପାନ, ମୀନ ଧାନ କ୍ଷେତକୁ ପେଟରେ ଭୋକ ଥାଇ

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି କର୍ମଚାରୀଙ୍କ ଧାରଣା

ମାଲକାନଗିରି : ଦୀର୍ଘ ମାସ ଧରି ଅବହେଳିତ କୃଷି କର୍ମଚାରୀ ମାନଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ବିଭାଗୀୟ ଉଚ୍ଚ କତୃପକ୍ଷ ଉଦାସୀନ ରହି ଆସୁଥିବା କାରଣରୁ ଜିଲ୍ଲା କୃଷି କର୍ମଚାରୀ ସଂଘ ରାଜ୍ୟ କୃଷି କର୍ମଚାରୀ ସଂଘ ନିର୍ଦ୍ଦେଶନାରେ ଶାନ୍ତିପୂର୍ଣ୍ଣ ଗଣଧାରଣାରେ ବସିଛନ୍ତି ।  ଫେବୃୟାରୀ

ବଣ୍ଡା ଘାଟିର ଦେବଦୂତ ଡାକ୍ତର ଚମ୍ପେଶ୍ୱର

ମାଲକାନଗିରି : ବଣ୍ଡାଘାଟିରେ ସ୍ଥାୟୀ ଭାବେ କୌଣସି ଏମବିବିଏସ ଡାକ୍ତର ରହିବାକୁ ଇଛା କରନ୍ତି ନାହିଁ,ସେହି ବଣ୍ଡାଘାଟିରେ ବଣ୍ଡାଙ୍କ ସ୍ୱାସ୍ଥ୍ୟ ସେବାର ଚିତ୍ର ବଦଳାଇବା ପାଇଁ ଡାକ୍ତର ଚମ୍ପେଶ୍ୱର ପାଣିଗ୍ରାହୀ ଉଦ୍ୟମ କରିଛନ୍ତି। ବଣ୍ଡାଘାଟିରେ ନିଯୁକ୍ତି ପରେ ଶୋଚନୀୟ ଥିବା ବଣ୍ଡାଘାଟିର

ଖୋର୍ଦ୍ଧା ରୋଡ଼ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ: ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସୋନପୁର-ବୌଦ୍ଧ ରେଳ…

● ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରି ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ |● ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଖୁବ ଶୀଘ୍ର ଶେଷ ହେବ ବୋଲି ଆଶା