କରୋନା ମୃତ୍ୟୁରେ ସବୁ ଦେଶକୁ ଟପିଲା ଭାରତ
ନୂଆଦିଲ୍ଲୀ :ଗତ ଏପ୍ରିଲ ୨୫ ତାରିଖରୁ କରୋନା ଭୂତାଣୁ ଦ୍ୱାରା ବିଶ୍ୱରେ ଦୌନିକ ଯେତିକି ସଂକ୍ରମଣ ହେଉଛି ତା’ର ୪୦ ପ୍ରତିଶତରୁ ଅଧିକ ହେଉଛି ଭାରତରେ । ଦିନେ ଦିନେ ଭାରତରେ ଏହି ସଂକ୍ରମଣ ୫୦ ପ୍ରତିଶତକୁ ଟପିଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ତଥ୍ୟ ଅନୁସାରେ ମେ ୪, ୫,!-->…