ମିଲ୍ଖାଙ୍କୁ କରୋନା
ଚଣ୍ଡିଗଡ: ଭାରତୀୟ ଦୌଡ ଜଗତର କିମ୍ବଦନ୍ତୀ ମିଲ୍ଖା ସିଂ କରୋନା ସଂକ୍ରମିତ ହୋଇ ଏବେ ଏକାନ୍ତ ବାସରେ ଚିକିତ୍ସତ ହୋଇଛନ୍ତି । ବୋଲି ତାଙ୍କ ପରିବାର ସୁତ୍ରରୁ ପ୍ରକାଶ ୧୯୫୮ ଓ ୧୯୬୨ ଏସୀୟ କିଡ୍ରାରେ ସ୍ୱର୍ଣ୍ଣ ପଦକ ଜିତିଥିବା ମିଲ୍ଖା ଏବେ ୯୧ ବର୍ଷ ବୟସରେ ଉପନିତ । ତାଙ୍କ କହିବା ଅନୁଯାୟୀ!-->…